ସୁପ୍ରିମ୍ କୋର୍ଟରେ ଆଉ ୨ ନୂଆ ବିଚାରପତି ଭାବେ ଶପଥ ନେଲେ ପ୍ରଶାନ୍ତ ମିଶ୍ରା ଓ କେ. ଭି. ବିଶ୍ବନାଥନ୍; ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି
ସୁପ୍ରିମକୋର୍ଟଙ୍କୁ ମିଳିଛନ୍ତି ଆଉ ୨ ବିଚାରପତି। ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି।
Read more