ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ସିବିଆଇ ପକ୍ଷରୁ ସମନ ଜାରି | ଉପମୁଖ୍ୟମନ୍ତ୍ରୀ ତଥା RJD ନେତା ତେଜସ୍ବୀ ଯାଦବଙ୍କୁ ସମନ | ଚାକିରି ପାଇଁ ଜମି ମାମଲାରେ ସମନ କରିଛି CBI | ଦ୍ବିତୀୟ ଥର ପାଇଁ ତେଜସ୍ବୀ ଯାଦବଙ୍କୁ ସମନ କରିଛି CBI |

Leave a Reply

Your email address will not be published. Required fields are marked *