ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସଂପର୍କିତ ମାମଲା; ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ, ସୁପ୍ରିମକୋର୍ଟ ଓ NGTଙ୍କ ନିର୍ଦ୍ଦେଶାବଳୀ ଆଧାରରେ ନିଷ୍ପତ୍ତି ନେବେ SRC, ନିଷ୍ପତ୍ତି ସଂପର୍କରେ ସୋମବାର ଦିନ ୧୦ଟାରେ କୋର୍ଟଙ୍କୁ ଜଣାଇବେ, ସୋମବାର ଅପରାହ୍ନ ୨ଟାରେ ମାମଲାର ପରବର୍ତ୍ତୀ ଶୁଣାଣି

Leave a Reply

Your email address will not be published. Required fields are marked *