କଟକ SCB ମେଡିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ୍ ଦାଖଲ | ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚାର୍ଜସିଟ୍ ଦାଖଲ କଲା ମଙ୍ଗଳାବାଗ ପୁଲିସ୍ | ଅକ୍ଟୋବର ୨୧ରେ ଆଇନଜୀବୀ ସପନ କୁମାର ପାଲଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ ହୋଇଥିଲା | ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଆଇନଜୀବୀ |

Leave a Reply

Your email address will not be published. Required fields are marked *