ପୁରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | ରବିବାର ସୁଦ୍ଧା ସରିବ ବାହ୍ୟ ପ୍ରଦକ୍ଷଣ ମାର୍ଗ, ଠିକା ସଂସ୍ଥା ଟାଟାକୁ ନିର୍ଦେଶ ଦେଲେ ଜିଲ୍ଲାପାଳ | ଜୁନ ୧୩ ସୁଦ୍ଧା ରଥଯାତ୍ରାର କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ, ଜୁନ ୧୩ରେ CMଙ୍କ ଶେଷ ରଥଯାତ୍ରା ସମୀକ୍ଷା ବୈଠକ,VC ରେ ସମୀକ୍ଷା କରିବେ |

Leave a Reply

Your email address will not be published. Required fields are marked *