ଭିଡ ମଧ୍ୟରେ ଗାଡି ମଡାଇଦେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ ୩ଜଣ ମହିଳା, ୪ଜଣ ପୁଲିସ କର୍ମଚାରୀଙ୍କ ସମେତ ୨୩ଜଣ ଆହତ । ବାଣପୁର ଥାନା ଆଇଆଇସି ଗୁରୁତର । ଏହା ସହିତ ୧୫ଜଣ ବିଜେପି କର୍ମୀ ଓ ଜଣେ ବିଜେଡି କର୍ମୀ ଆହତ ।

Leave a Reply

Your email address will not be published. Required fields are marked *