ଓଡ଼ିଆ ଅଭିନେତ୍ରୀ ରାଜେଶ୍ବରୀ ମହାପାତ୍ରଙ୍କ ଦେହାନ୍ତ : ସିନେ ଜଗତରେ ଦୁଃଖ ଛାୟା

ଓଡ଼ିଆ ଅଭିନେତ୍ରୀ ରାଜେଶ୍ବରୀ ମହାପାତ୍ରଙ୍କ ଦେହାନ୍ତ : ସିନେ ଜଗତରେ ଦୁଃଖ ଛାୟା

ଏକ ଘରୋଇ ହସ୍ପିଟାଲରେ ରାଜେଶ୍ବରୀଙ୍କ ଦେହାନ୍ତ । ଆଗରୁ କ୍ୟାନସରରେ ପୀଡିତ ହୋଇ ସୁସ୍ଥ ହୋଇଥିଲେ ।

ଗତକାଲି ହଠାତ୍ ଅସୁସ୍ଥ ହୋଇପଡିଥିଲେ । ରାତି ୩ଟାରେ ଦେହାନ୍ତ ହୋଇଛି ।

ସେ ଅନେକ ଓଡିଆ ସିରିଏଲ ଓ ସିନେମାରେ ଅଭିନୟ କରିଛନ୍ତି

ବସୁନ୍ଧରା, ଦେବୀ, ଉଆଁଶି କନ୍ୟା, ତୋ ପାଇଁ ମୁଁ ଭଳି ଅନେକ ଲୋକପ୍ରିୟ ଓଡ଼ିଆ ସିରିଏଲ ରେ ଅଭିନୟ କରିଛନ୍ତି ।

ରାଜେଶ୍ବରୀଙ୍କ ମୃତ୍ୟୁ ଖବରକୁ ନେଇ ସିନେ ଜଗତରେ ଦୁଃଖ ଛାୟା ।

Leave a Reply

Your email address will not be published. Required fields are marked *