ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି, ୨୦୨୨ ଜାନୁଆରି ପହିଲାରୁ ଲାଗୁ ହେବ | ୭୪୦୦ ଟଙ୍କା ଦରମା ପାଉଥିବା ଶିକ୍ଷକଙ୍କୁ ମିଳିବ ୧୧୦୦୦ ଓ ୯,୨୦୦ ଟଙ୍କା , ପାଉଥିବା ଶିକ୍ଷକ ପାଇବେ ୧୩,୮୦୦ ଟଙ୍କା ୧୯,୭୧୪ , ଦରମା ବୃଦ୍ଧି ଯୋଗୁଁ ଉପକୃତ ହେବେ ୧୩୩୨୪ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ |

Leave a Reply

Your email address will not be published. Required fields are marked *