ବିଧାନସଭା ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସର ପ୍ରତିବାଦ, ବିଧାନସଭା ପ୍ରବେଶ ପଥରେ ଜଗିଲା କଂଗ୍ରେସ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରବେଶ କରାଇ ନ ଦେବାକୁ ଜଗିଲା କଂଗ୍ରେସ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରତିକ୍ରିୟା, ‘ମନ୍ତ୍ରୀ ଦିବ୍ୟଶଙ୍କର ବିଧାନସଭାକୁ ଗଲେ ଗୃହ ଅପବିତ୍ର ହେବ’

Leave a Reply

Your email address will not be published. Required fields are marked *