ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା IIC ବିନୋଦ ବିହାରୀ ନାୟକ | IICଙ୍କ ଘରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । କାଲି ୨ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଧରିଥିଲା ଭିଜିଲାନ୍ସ । ଏପର୍ଯ୍ୟନ୍ତ ମୋଟ୍‌ ୫ ଲକ୍ଷ ୮୬ ହଜାର ଜବତ କରାଯାଇଛି, କାଲି ବରଗଡ଼ ଟୋଲଗେଟ ପାଖରେ ପିଛା କରି ଧରିଥିଲା ଭିଜିଲାନ୍ସ ।

Leave a Reply

Your email address will not be published. Required fields are marked *