

- ଆଜିଠୁ କେନ୍ଦାପଡ଼ାର ଭିତରକନିକା ଓ ଗହୀରମଥାରେ ଡଲ୍ଫିନ ଗଣନା । ଡିସେମ୍ବର ୧୮ ଯାଏ ଡଲଫିନ ଗଣନା ପାଇଁ ୯ଟି ଟିମ୍ ଗଠିତ । ଧାମରା ମୁହାଣରୁ ଦେବୀ ନଦୀ ମୁହାଣ ଯାଏ ଅଞ୍ଚଳରେ ହେବ ଗଣନା ।
- ସଂଜୟ ଦାସବର୍ମାଙ୍କ PA ଚିତ୍ତରଂଜନ ପଲାଇ ହତ୍ୟା ମାମଲାର ତଦନ୍ତ ପାଇଁ ପୁରୀର ବଡ଼ମୃଗଶିରାରେ ପହଞ୍ଚିଲା ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ । ଆଜି ମୃତଦେହ ଉଦ୍ଧାର ସ୍ଥଳରେ ତଦନ୍ତ ଆରମ୍ଭ କରିଛି ଟିମ୍ । କ୍ରାଇମବ୍ରାଞ୍ଚ ସହ ପୁରୀ SIT ଟିମ୍ ମଧ୍ୟ ତଦନ୍ତରେ ସାମିଲ ।