ରାଜ୍ୟରେ ଦିନକରେ ଆଉ ୧୦ ହଜାର ୫୯ କୋରୋନା ଆକ୍ରାନ୍ତ ଚିହ୍ନଟ |

ରାଜ୍ୟରେ ସଂଗରୋଧରୁ ୫୮୩୩ଓ ସ୍ଥାନୀୟ ଅଞ୍ଚଳରୁ ୪୨୨୬ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୭୨ ଜଣ , ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୮୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସୁନ୍ଦରଗଡ଼ ୧୩୪୮, କଟକ ୮୭୦, ସମ୍ବଲପୁର ୫୭୦, ଝାରସୁଗୁଡ଼ା ୨୧୯, ବାଲେଶ୍ବର ୨୭୮, ପୁରୀ ୨୭୨, ମୟୂରଭଞ୍ଜ ୪୨୩, ବଲାଙ୍ଗିର ୨୧୬, ଯାଜପୁର ୨୧୨, ଗଞ୍ଜାମ ୧୫୪, କୋରାପୁଟ ୧୫୫, ଜଗତସିଂହପୁର ୧୪୨, ବରଗଡ଼ ୭୬ , ସୁବର୍ଣ୍ଣପୁର ୧୦୬, କେନ୍ଦୁଝର ୧୦୯, ନବରଙ୍ଗପୁର ୧୨୨, ଦେବଗଡ଼ ୧୮, ନୟାଗଡ଼ ୧୦୨, ଗଜପତି ୮୨, ନୂଆପଡ଼ା ୬୬, ରାୟଗଡ଼ା ୧୩୧, ଅନୁଗୁଳ ୪୬, କଳାହାଣ୍ଡି ୧୨୩, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୫୧, ଢେଙ୍କାନାଳ ୫୦, ଭଦ୍ରକ ୧୩୮, ବୌଦ୍ଧ ୧୫, ମାଲକାନଗିରିରୁ ୧୭ ଚିହ୍ନଟ |

Leave a Reply

Your email address will not be published. Required fields are marked *