ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିରୁ ଓହରିଲେ ସରକାର

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିରୁ ଓହରିଲେ ସରକାର | ନଭେମ୍ବର 14 ତାରିଖ କ୍ୟାବିନେଟ୍‌ ନିଷ୍ପତ୍ତି ନଭେମ୍ବର 24 ତାରିଖରେ ରଦ୍ଧ | ଏନେଇ ବିଧାନସଭାରେ ଘୋଷଣା କରିବେ ସରକାର | ଆଦିବାସୀ ଭୋଟ ହରାଇବା ଭୟରେ ପୂର୍ବ ନିଷ୍ପତ୍ତିରୁ ଓହରିବା ନେଇ ଚର୍ଚ୍ଚା |

Leave a Reply

Your email address will not be published. Required fields are marked *