ରାଜ୍ୟରେ ଦିନକରେ ଆଉ ୧୧୧୭୭ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ୩୩ହଜାର ୯୧୨କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୫୫ ହଜାର ୬୧୫ରୋଗୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨୪ ଆକ୍ରାନ୍ତ ଚିହ୍ନଟ , ସୁନ୍ଦରଗଡ଼ ୨୧୩୬ , କଟକ ୮୨୯, ସମ୍ବଲପୁର ୩୭୯ , ବାଲେଶ୍ବର ୩୪୨, ବଲାଙ୍ଗିର ୩୧୨, ମୟୂରଭଞ୍ଜ ୨୭୬, ସୁବର୍ଣ୍ଣପୁରରୁ ୨୩୮, ସୁନ୍ଦରଗଡ଼ ୨୧୩୬, ୬୯ ହଜାର ୭୬୩ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ

Leave a Reply

Your email address will not be published. Required fields are marked *