ରାଜ୍ୟରେ ଦିନକରେ ୭୩ କରୋନା ଆକ୍ରାନ୍ତ ଚିହ୍ନଟ | ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪, ଲୋକାଲ କଣ୍ଟାକ୍ଟରୁ ୨୯ ଚିହ୍ନଟ | ୧୮ ବର୍ଷରୁ କମ୍ ବୟସ ବର୍ଗ ମଧ୍ୟରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ | ଖୋର୍ଦ୍ଧାରୁ ସର୍ବାଧିକ ୪୧ ଆକ୍ରାନ୍ତ, ପୁରୀରୁ ୬ ଓ କଟକରୁ ୪ ଚିହ୍ନଟ | ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୦୬୮କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *