ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩କୁ ବୃଦ୍ଧି

ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ୨୦୨ କୋରୋନା ଆକ୍ରାନ୍ତ ଚିହ୍ନଟ । ଦୈନିକ ସଂକ୍ରମଣ ହାର ୧୬.୨୮ ପ୍ରତିଶତ ରହିଛି । ଗତକାଲିଠାରୁ ୨ ହଜାର ୩୬୯ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ୩୧୪ କୋଭିଡ ରୋଗୀଙ୍କ ମୃତ୍ୟୁ

Leave a Reply

Your email address will not be published. Required fields are marked *