ରାଜ୍ୟରେ ଦିନକରେ ଆଉ ୩,୩୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୬ ପଜିଟିଭ | ସଂଗରୋଧରୁ ୧୯୩୪ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୫ ରୋଗୀ ଚିହ୍ନଟ | ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୫୦୪ ଜଣ । ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୪୯ହଜାର ୨୪୦କୁ ବୃଦ୍ଧି । ଦିନକରେ ସୁସ୍ଥ ହେଲେ ୯,୧୯୧ ଜଣ ରୋଗୀ | ଏଯାଏ ସୁସ୍ଥ ହେଲେଣି ୧୧ ଲକ୍ଷ ୯୩ ହଜାର ୩୬୫ ଜଣ ରୋଗୀ । ୪୭ ହଜାର ୨୧୦ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ।

Leave a Reply

Your email address will not be published. Required fields are marked *