ଦେଶରେ ୨୪ ଘଣ୍ଟାରେ ୩, ୨୦୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ମଙ୍ଗଳବାର ତୁଳନାରେ ଏହା ୨୪.୮% ଅଧିକ, ଦେଶରେ ୧୯ ହଜାର ପାର୍ କରିଛି ଆକଟିଭ୍ କେସ । ୨୪ ଘଣ୍ଟାରେ ୩୧ ଜଣକ ଜୀବନ ନେଇଛି କୋରୋନା | ୨୪ ଘଣ୍ଟାରେ ଦିଲ୍ଲୀରେ ୧,୪୧୪ ନୂଆ ସଂକ୍ରମିତ ଚିହ୍ନଟ ।

Leave a Reply

Your email address will not be published. Required fields are marked *