ରାଜ୍ୟରେ ଦିନକରେ ଆଉ ୪୮୨୯ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୨୮୨୩ ଓ ସ୍ଥାନୀୟ ଅଞ୍ଚଳରୁ ୨୦୦୬ ଚିହ୍ନଟ, ୪୮୨୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୪୪୮ ଜଣ | ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩, ସୁନ୍ଦରଗଡ଼ ୮୬୯, ସମ୍ବଲପୁର ୬୪୪, କଟକ ୪୦୧, ଝାରସୁଗୁଡ଼ା ୧୮୯, ବାଲେଶ୍ବର ୨୧୦, ପୁରୀ ୧୩୦, ମୟୂରଭଞ୍ଜ ୧୬୨, ବଲାଙ୍ଗିର ୧୦୪ ଯାଜପୁର ୬୬, ଗଞ୍ଜାମ ୪୯, କୋରାପୁଟ ୭୭, ଜଗତସିଂହପୁର ୪୬ ଆକ୍ରାନ୍ତ ଚିହ୍ନଟ |


Leave a Reply

Your email address will not be published. Required fields are marked *