ରାଜ୍ୟରେ ୮୮୬ ଓ ଦେଶରେ ୩୦,୭୫୭ ନୂଆ ସଂକ୍ରମିତ ଚିହ୍ନଟ

ରାଜ୍ୟରେ ୮୮୬ ନୂଆ ପଜିଟିଭ ଚିହ୍ନଟ । ସଂଗରୋଧରୁ ୫୧୬, ଲୋକାଲ କେସ୍ ୩୭୦ । ୮୮୬ ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗରେ ୧୬୯ ଜଣ ଚିହ୍ନଟ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୦, ୭୮୪କୁ ବୃଦ୍ଧି। ଖୋର୍ଦ୍ଧାରୁ ସର୍ବାଧିକ ୭ଜଣ ସଂକ୍ରମିତଙ୍କ ମୃତ୍ୟୁ । ଦେଶରେ ୩୦,୭୫୭ ନୂଆ ସଂକ୍ରମିତ ଚିହ୍ନଟ, ୫୪୧ କୋରୋନା ଆକ୍ରାନ୍ତ ମୃତ । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୦ ହଜାର ୪୧୩କୁ ବୃଦ୍ଧି । ଗତ ୨୪ ଘଣ୍ଟା ମଧ୍ୟରେ ୩୦,୭୫୭ ନୂଆ ସଂକ୍ରମିତ ଚିହ୍ନଟ। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୨୭ ଲକ୍ଷ ୫୪୩୧୫କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *