ମଦ ବୋଝେଇ ଟ୍ରାକ୍ଟର ଜବତ। ଅସ୍ତରଙ୍ଗ ତାଳଦା ନିକଟରେ ମଦ ବୋଝେଇ ଟ୍ରାକ୍ଟରକୁ ଅଟକାଇଲେ ଗ୍ରାମବାସୀ। ଅସ୍ତରଙ୍ଗ ପୋଲିସର ଜିମା ଦେଲେ ଗାଁ ଲୋକେ। ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖି ପୋଲିସର ପଚରାଉଚରା। ନିର୍ବାଚନ ବେଳେ ମଦ ବାଣ୍ଟିବାକୁ ନିଆଯାଉଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *