ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ; ୬ ଡିଗ୍ରୀ ତାପମାତ୍ରାରେ ଥରୁଛି ଦାରିଙ୍ଗବାଡ଼ି ଓ ଫୁଲବାଣୀ । କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୮ ଡିଗ୍ରୀ । ଝାରସୁଗୁଡ଼ା ୮.୪, କୋରାପୁଟ, ନୟାଗଡ଼, ବଲାଙ୍ଗିର ଓ ଅନୁଗୁଳରେ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିଅସ |

ରାଜ୍ୟର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ; ୬ ଡିଗ୍ରୀ ତାପମାତ୍ରାରେ ଥରୁଛି ଦାରିଙ୍ଗବାଡ଼ି ଓ ଫୁଲବାଣୀ । କେନ୍ଦୁଝର, ସୋନପୁର ଓ ଭବାନୀପାଟଣାରେ ତାପମାତ୍ରା ୮ ଡିଗ୍ରୀ । ଝାରସୁଗୁଡ଼ା ୮.୪, କୋରାପୁଟ, ନୟାଗଡ଼, ବଲାଙ୍ଗିର ଓ ଅନୁଗୁଳରେ ତାପମାତ୍ରା ୯ ଡିଗ୍ରୀ ସେଲ୍‌ସିଅସ

Leave a Reply

Your email address will not be published. Required fields are marked *