ପ୍ରଥମ ଓଡ଼ିଆ ଭାବେ ରାଫେଲ ଯୁଦ୍ଧ ବିମାନ ଉଡ଼ାଇଲେ ଡି.କେ. ପଟ୍ଟନାୟକ | ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଅଛନ୍ତି ଡିକେ ପଟ୍ଟନାୟକ । ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ ଉଡ଼ାଇଲେ । ଚୀନକୁ ଜବାବ ଦେବାକୁ ରାଫେଲ ଭାରତର ମୁଖ୍ୟ ଅସ୍ତ୍ର ।

Leave a Reply

Your email address will not be published. Required fields are marked *