ଓଡ଼ିଶାର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୬.୫ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ । ୧୧ ଡ଼ିଗ୍ରୀ ତଳେ ରହିଛି ରାଜ୍ୟର ୮ଟି ସହରର ପାରଦ । ଫୁଲବାଣୀ ୭.୫, କୋରାପୁଟ ୯, ଟିଟଲାଗଡ ୯.୩, ଝାରସୁଗୁଡା ୯.୬, କେନ୍ଦୁଝର ୯.୬, ସୁନ୍ଦରଗଡ ୧୦, ଭବାନୀପାଟଣା ଠାରେ ୧୦ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ।

Leave a Reply

Your email address will not be published. Required fields are marked *