ରାଜ୍ୟରେ ୨୪ ଘଣ୍ଟାରେ ୪୦ ଡିଗ୍ରୀ ଛୁଇଁଲା ୩ଟି ସହରର ଦିନ ତାପମାତ୍ରା । ୪୦.୫ ଡିଗ୍ରୀ ସହ ବଲାଙ୍ଗିର ରାଜ୍ୟର ଉତ୍ତପ୍ତ ସହର । ଟିଟଲାଗଡରେ ୪୦.୨ ଡିଗ୍ରୀ ଏବଂ ଅନୁଗୁଳରେ ୪୦.୦ ଡିଗ୍ରୀ ଦିନ ତାପମାତ୍ରା । ୮ ସହରରେ ୩୯ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ।

Leave a Reply

Your email address will not be published. Required fields are marked *