ଆସନ୍ତାକାଲି ପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର | ୭ ଜିଲ୍ଲା- ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୁଳ ଏବଂ ନୟାଗଡ଼କୁ ସତର୍କତା | ପଦାକୁ ବାହାରିଲେ ଶିଶୁ, ବୟସ୍କ ଓ ରୋଗୀଙ୍କୁ ସତର୍କ ରହିବାକୁ ପରାମର୍ଶ |

Leave a Reply

Your email address will not be published. Required fields are marked *