ଖୋର୍ଦ୍ଧା : ଜଙ୍କିଆ ଥାନା ଡିହଖଳା ଗାଁ ଛକରେ ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀ ସସ୍ମିତା ସ୍ବାଇଁ ମୃତ୍ୟୁ | ସ୍କୁଲକୁ ଯିବା ବେଳେ ଦୁର୍ଘଟଣା; ଟ୍ରାକ୍ଟର ଜବତ କରି ତଦନ୍ତ ଆରମ୍ଭ କଲା ଜଙ୍କିଆ ପୋଲିସ |

Leave a Reply

Your email address will not be published. Required fields are marked *