ଖୋର୍ଦ୍ଧା ଜିଲ୍ଲାରେ ଧାନମଣ୍ଡି ଉଦ୍‌ଘାଟିତ; କଁପୁର ସମବାୟ ସମିତିରେ ବର୍ଷର ପ୍ରଥମ ମଣ୍ଡି ଉଦ୍‌ଘାଟନ କଲେ ଜିଲ୍ଲାପାଳ, ତେବେ ଧାନର ଏଫ୍ଏକ୍ୟୁ ମାନ ଠିକ୍ ନଥିବା କହି ଧାନ କିଣିଲେନି ମିଲର୍ସ, ଧାନ ବିକି ନପାରି ଫେରିଲେ ଚାଷୀ, ସାଧାରଣରେ ଅସନ୍ତୋଷ |

Leave a Reply

Your email address will not be published. Required fields are marked *