ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ , କଟକ ମଙ୍ଗଳାବାଗ କାଠଗୋଲାର ଏକ ଲାବୋରେଟୋରିକୁ ସିଲ୍‌ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ | ଲିଙ୍ଗ ନିରୂପଣରେ ବ୍ୟବହୃତ ଯନ୍ତ୍ରାଂଶ ଜବତ , ଲ୍ୟାବ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା କହିଛି ପୁଲିସ୍‌ | ଦୀର୍ଘଦିନ ଧରି ଲ୍ୟାବ୍‌ରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ |

ଲିଙ୍ଗ ନିରୂପଣ ଚାଲିଥିବା ଅଭିଯୋଗରେ , କଟକ ମଙ୍ଗଳାବାଗ କାଠଗୋଲାର ଏକ ଲାବୋରେଟୋରିକୁ ସିଲ୍‌ କଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ | ଲିଙ୍ଗ ନିରୂପଣରେ ବ୍ୟବହୃତ ଯନ୍ତ୍ରାଂଶ ଜବତ , ଲ୍ୟାବ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା କହିଛି ପୁଲିସ୍‌ | ଦୀର୍ଘଦିନ ଧରି ଲ୍ୟାବ୍‌ରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *