ଢେଙ୍କାନାଳ: ରାସୋଳ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ୯ ଗିରଫ, ପ୍ରେସମିଟ୍‌ରେ ଢେଙ୍କାନାଳ ଏସ୍‌ପିଙ୍କ ସୂଚନା, ଆଉ ୨ ଜଣ ଫେରାର ଅଛନ୍ତି, ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୧୨.୭୭ ଲକ୍ଷ ଟଙ୍କା ଜବତ, ଡକାୟତିରେ ବ୍ୟବହୃତ ଗାଡ଼ି ଓ ମାରଣାସ୍ତ୍ର ମଧ୍ୟ ଜବତ | ୩ ଘଣ୍ଟାରେ ଧରାପଡ଼ିଥିଲା ମୁଖ୍ୟ ଅଭିଯୁକ୍ତ, ୨ ଫେରାର ସହଯୋଗୀଙ୍କୁ ଗିରଫ କରିବାକୁ ପୋଲିସର ଉଦ୍ୟମ ଜାରି |

Leave a Reply

Your email address will not be published. Required fields are marked *