ଓଡ଼ିଆ ଭାଷାରେ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଇଂଜିନିୟରିଂ ପାଠପଢ଼ା, AICTE ଓ IOSR ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ

ଓଡ଼ିଆ ଭାଷାରେ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଇଂଜିନିୟରିଂ ପାଠପଢ଼ା
ଭୁବନେଶ୍ବରରେ AICTE ଓ IOSR ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
MoU ସ୍ବାକ୍ଷର ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉଦ୍‌ବୋଧନ
ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ଶିକ୍ଷା ମାତୃଭାଷାକୁ ବ୍ୟାବହାରିକ ରୂପ ଦେବ
AICTE ଓ IOSR ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବେ
ରୋଜଗାରକୁ ଗୁରୁତ୍ବ ଓଡ଼ିଆ ଜାତିକୁ ସ୍ବାବଲମ୍ବୀ ଓ ସ୍ବାଭିମାନୀ କରିବ
ବୋଇତ ଚାଳନା ଓ କୋଣାର୍କ ଓଡ଼ିଆଙ୍କ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ପ୍ରମାଣ
ଦେଶର ଶିକ୍ଷା ବ୍ୟବସ୍ଥା ମାତୃଭାଷା ଆଧାରିତ ହେବା ଉଚିତ: ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *