ଶାରୀରିକ ଭିନ୍ନକ୍ଷମତା ସତ୍ତ୍ବେ ୮ଟି ବିଶ୍ବ ରେକର୍ଡର ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ ଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର

ରେକର୍ଡମ୍ୟାନ୍‌ ଲକ୍ଷ୍ମୀଧର ଭୂୟାଁଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର
ସାକ୍ଷାତ ଅବସରରେ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୮ଟି ବିଶ୍ବ ରେକର୍ଡର ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଲକ୍ଷ୍ମୀଧର ଭୂୟାଁ
୨୦% ଶାରୀରିକ ଭିନ୍ନକ୍ଷମତା ସତ୍ତ୍ବେ ରେକର୍ଡ କରିପାରିଛନ୍ତି ଲକ୍ଷ୍ମୀଧର

Leave a Reply

Your email address will not be published.