ଜଗତସିଂହପୁରର ପାରାଦୀପ ଉପକୂଳରେ ୨ ଦିନ ଧରି ଚାଲିବ ମିଳିତ ସମରାଭ୍ୟାସ ‘ସାଗର କବଚ’ । କେନ୍ଦ୍ର ଓ ରାଜ୍ୟର ୧୮ଟି ବିଭାଗ ମିଳିତ ସମରାଭ୍ୟାସରେ ସାମିଲ । ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଲାଗି ଗୋପାଳପୁରରୁ ଚାନ୍ଦିପୁର ଯାଏ ସମୁଦ୍ରରେ ଚାଲିବ ସମରାଭ୍ୟାସ ।

ଜଗତସିଂହପୁରର ପାରାଦୀପ ଉପକୂଳରେ ସାଗର କବଚ ଆରମ୍ଭ । ୨ ଦିନ ଧରି ଚାଲିବ ମିଳିତ ସମରାଭ୍ୟାସ ‘ସାଗର କବଚ’ । କେନ୍ଦ୍ର ଓ ରାଜ୍ୟର ୧୮ଟି ବିଭାଗ ମିଳିତ ସମରାଭ୍ୟାସରେ ସାମିଲ । ଗୋପାଳପୁରରୁ ଚାନ୍ଦିପୁର ଯାଏ ସମୁଦ୍ରରେ ଚାଲିବ ସମରାଭ୍ୟାସ । ଅନୁପ୍ରବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ଲାଗି ଅଭ୍ୟାସ ।

Leave a Reply

Your email address will not be published. Required fields are marked *