ବିଶୃଙ୍ଖଳା ଯୋଗୁଁ ରାଜ୍ୟସଭାର ୧୨ ସାଂସଦ ନିଲମ୍ବିତ ହେବା ଘଟଣା । ଆଜି ଦିନ ୧୦ଟାରେ ବସିବ ବିରୋଧୀ ଦଳଗୁଡ଼ିକର ବୈଠକ । ରଣନୀତି ସ୍ଥିର ପାଇଁ ଏକାଠି ହେବେ ବିରୋଧୀ ଦଳ। କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବନି ତୃଣମୂଳ କଂଗ୍ରେସ । ୧୨ ସାଂସଦଙ୍କ ଦ୍ବାରା କ୍ଷମା ପ୍ରାର୍ଥନା ଦାବି କଲେ ସରକାର।

ବିଶୃଙ୍ଖଳା ଯୋଗୁଁ ରାଜ୍ୟସଭାର ୧୨ ସାଂସଦ ନିଲମ୍ବିତ ହେବା ଘଟଣା । ଆଜି ଦିନ ୧୦ଟାରେ ବସିବ ବିରୋଧୀ ଦଳଗୁଡ଼ିକର ବୈଠକ।ରଣନୀତି ସ୍ଥିର ପାଇଁ ଏକାଠି ହେବେ ବିରୋଧୀ ଦଳ। କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବନି ତୃଣମୂଳ କଂଗ୍ରେସ । ୧୨ ସାଂସଦଙ୍କ ଦ୍ବାରା କ୍ଷମା ପ୍ରାର୍ଥନା ଦାବି କଲେ ସରକାର।

Leave a Reply

Your email address will not be published. Required fields are marked *