ବଦଳିଲା ଫେସ୍‌ବୁକ୍‌ର ନାଁ, ନୂଆ ନାଁ ହେଲା ମେଟା

ବଦଳିଲା ଫେସ୍‌ବୁକ୍‌ର ନାଁ, ନୂଆ ନାଁ ହେଲା ମେଟା |ନୂଆ ନାଁ ଘୋଷଣା କଲେ ଫେସ୍‌ବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । ୨୦୦୪ରେ ପ୍ରତିଷ୍ଠା ହୋଇଥିଲା ଫେସ୍‌ବୁକ୍ । ୧୭ ବର୍ଷ ପରେ ଫେସବୁକ୍‌ର ନାଁ ପରିବର୍ତ୍ତନ କଲା କମ୍ପାନି

Leave a Reply

Your email address will not be published. Required fields are marked *