

- ହୃଦୟରୁ ନିଷ୍ଠାର ସହ କାମ କଲେ ଈଶ୍ୱର ଖୁସି ହୁଅନ୍ତି ; ସମାଜସେବୀ ତଥା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନିଜୀବି କିଶୋର ଚନ୍ଦ୍ର କର
- ମଦ୍ୟପ କାର ଚାଳକଙ୍କ ପାଇଁ ରାଜଧାନୀରେ ସିରିଜ ଦୁର୍ଘଟଣା | ଭୁବନେଶ୍ବର ଜୟଦେବ ବିହାରରୁ ଜାଭିୟର ଛକ ଯାଏଁ ସିରିଜ ଦୁର୍ଘଟଣା | ଦୁର୍ଘଟଣାରେ ୪ରୁ ଅଧିକ ଲୋକ ଆହତ | କାର ସହ ଚାଳକକୁ ଅଟକ ରଖିଲା ନୟାପଲ୍ଲୀ ଥାନା ପୋଲିସ |