ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହିଲେ ପରିବାର ଲୋକେ

ରାୟଗଡ଼ା ଟିକିରି ଥାନା ଅଞ୍ଚଳରେ ପୋଷ୍ଟମର୍ଟମ ପାଇଁ କାନ୍ଧରେ ଶବ ବୋହିଲେ ପରିବାର ଲୋକେ, ମୃତ ବ୍ୟକ୍ତି ଜଣଙ୍କ ଗତ ମେ ୪ରୁ ନିଖୋଜ ଥିଲେ,କାଲି ନିକଟସ୍ଥ ଜଙ୍ଗଲରୁ ମୃତଦେହ ଠାବ ହୋଇଥିଲା,ପୁ଼ଲିସକୁ ସୂଚନା ପରେ ଫୋରେନସିକ୍ ଟିମ୍ ଆସି ଯାଞ୍ଚ କଲେ, ମାତ୍ର ପୋଷ୍ଟମର୍ଟମ ପାଇଁ ପୁଲିସ ବ୍ୟବସ୍ଥା କରି ନ ଥିବା ଅଭିଯୋଗ

Leave a Reply

Your email address will not be published. Required fields are marked *