ଶ୍ରୀଲଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଦୂର କରିବାକୁ ଉପଜିଲ୍ଲାପାଳ ଡାକିଲେ ବୈଠକ ।ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନେଇ ବୈଠକରେ ହେବ ଆଲୋଚନା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହିତ ମନ୍ଦିର ପ୍ରଶାସନ କରିବ ଆଲୋଚନା

ଶ୍ରୀଲଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଦୂର କରିବାକୁ ଉପଜିଲ୍ଲାପାଳ ଡାକିଲେ ବୈଠକ ।ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନେଇ ବୈଠକରେ ହେବ ଆଲୋଚନା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହିତ ମନ୍ଦିର ପ୍ରଶାସନ କରିବ ଆଲୋଚନା । ଦିନ ୧୧ଟା ୩୦ ମିନିଟରେ ଉପଜିଲ୍ଲାପାଳଙ୍କ ଅଫିସରେ ବସିବ ବୈଠକ

Leave a Reply

Your email address will not be published. Required fields are marked *