ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଲରଙ୍ଗର ବଜେଟ୍‌ ଟାବଲେଟ୍‌ ପ୍ରଦର୍ଶନ କଲେ ଅର୍ଥମନ୍ତ୍ରୀ । ଏଥରର ବଜେଟ୍‌ ବି ପେପରଲେସ୍‌ । ବଜେଟ୍‌ ଉପସ୍ଥାପନ ପୂର୍ବରୁ ମନ୍ତ୍ରିମଣ୍ଡଳର ବୈଠକ । ଏଠାରେ ବଜେଟ୍‌କୁ ଅନୁମୋଦନ କରାଯିବ ।

ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଲରଙ୍ଗର ବଜେଟ୍‌ ଟାବଲେଟ୍‌ ପ୍ରଦର୍ଶନ କଲେ ଅର୍ଥମନ୍ତ୍ରୀ । ଏଥରର ବଜେଟ୍‌ ବି ପେପରଲେସ୍‌ । ବଜେଟ୍‌ ଉପସ୍ଥାପନ ପୂର୍ବରୁ ମନ୍ତ୍ରିମଣ୍ଡଳର ବୈଠକ । ଏଠାରେ ବଜେଟ୍‌କୁ ଅନୁମୋଦନ କରାଯିବ

Leave a Reply

Your email address will not be published. Required fields are marked *