ଗୁଜରାଟ ସୁରତର କଡୋଦରାରେ ଥିବା GIDCରେ ଅଗ୍ନିକାଣ୍ଡ, ୨ ଶ୍ରମିକଙ୍କ ମୃତ୍ୟୁ, ୪୦ରୁ ଅଧିକ ଶ୍ରମିକ ଏବେବି ନିଖୋଜ

ଗୁଜରାଟ ସୁରତର କଡୋଦରାରେ ଥିବା GIDCରେ ଅଗ୍ନିକାଣ୍ଡ । ଜୀବନ ବଞ୍ଚାଇବାକୁ ପାଞ୍ଚ ମହଲା କୋଠାରୁ ଡେଇଁଲେ କର୍ମଚାରୀ । ୨ ଶ୍ରମିକଙ୍କ ମୃତ୍ୟୁ, ୪୦ରୁ ଅଧିକ ଶ୍ରମିକ ଏବେବି ନିଖୋଜ । କ୍ରେନ ଯୋଗେ ପ୍ରାୟ 100 କର୍ମଚାରୀଙ୍କୁ ଉଦ୍ଧାର । ନିଆଁ ଲିଭା କାର୍ଯ୍ୟରେ ୧୦ରୁ ଅଧିକ ଦମକଳବାହିନୀ ନିୟୋଜିତ ।

Leave a Reply

Your email address will not be published. Required fields are marked *