ନୟାଗଡ଼ରୁ ଆସିଲା ଚଳିତ ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ । ମୃତକ ରଣପୁର ବ୍ଲକ୍ ଲାଖପଡ଼ା ଗାଁର ଗୋବିନ୍ଦ ଜେନା ।

ନୟାଗଡ଼ରୁ ଆସିଲା ଚଳିତ ବର୍ଷର ପ୍ରଥମ ଅଂଶୁଘାତ ମୃତ୍ୟୁ । ମୃତକ ରଣପୁର ବ୍ଲକ୍ ଲାଖପଡ଼ା ଗାଁର ଗୋବିନ୍ଦ ଜେନା । ୨୫ ତାରିଖ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ମୃତ୍ୟୁ ହୋଇଥିଲା । ଗତକାଲି ସ୍ଥାନୀୟ ତହସିଲଦାର ଓ ସ୍ବାସ୍ଥ୍ୟ ବିଭାଗ କରିଥିଲେ ମିଳିତ ତଦନ୍ତ।ତଦନ୍ତ ପରେ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା

Leave a Reply

Your email address will not be published. Required fields are marked *