ଦେଶରେ ଦିନକରେ ୩ ହଜାର ୩୨୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୭୯ ହଜାର ୧୮୮ । ୨୪ ଘଣ୍ଟାରେ କୋରୋନା ନେଲା ୪୦ ଜୀବନ । ମୋଟ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୩ ହଜାର ୮୪୩କୁ ବୃଦ୍ଧି । ମୋଟ ଆକ୍ଟିଭ କେସ୍ ୧୯ ହଜାର ୯୨କୁ ବୃଦ୍ଧି |

Leave a Reply

Your email address will not be published. Required fields are marked *