ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହର ; ଚାନ୍ଦବାଲିରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ଦିନ ସାଢ଼େ ୧୧ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହର ; ଚାନ୍ଦବାଲିରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ | ଭୁବନେଶ୍ବର,କେନ୍ଦୁଝର ତାପମାତ୍ରା ୩୬ ଡିଗ୍ରୀ | ଝାରସୁଗୁଡ଼ା ୩୫.୪, ସମ୍ବଲପୁର ୩୫.୨ ଡିଗ୍ରୀ | ହୀରାକୁଦ ୩୪.୬, ବାଲେଶ୍ବର ୩୪.୨ ଡିଗ୍ରୀ | ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା |

Leave a Reply

Your email address will not be published. Required fields are marked *