ସୁନାର ଓଡ଼ିଶା ଗଠନ ଦିଗରେ କାମ କରିବା ପାଇଁ ପ୍ରତିଷ୍ଠା ହେଲା ଓଡିଶା ସିଭିଲ ସୋସାଇଟି

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ସାମାଜିକ କର୍ମକର୍ତ୍ତା, ବୁଦ୍ଧିଜୀବୀ ଯେଉଁମାନେ ସୁନାର ଓଡ଼ିଶା ସ୍ବପ୍ନ ଦେଖି ସମାଜ କଥା ଭାବୁଛନ୍ତି ଆଜି ସ୍ଥାନୀୟ ବୁଢା ମନ୍ଦିରରେ ଏକାଠି ହୋଇଥିଲେ | ଆଗାମୀ ଦିନରେ ଆନୁଷ୍ଠାନିକ ଭାବେ ମିଳିମିଶି ସାମାଜିକ ଉନ୍ନତି ଦିଗରେ କାମ କରିବାକୁ ଶପଥ ନେଇଥିଲେ | ଏକ ଅଣ ରାଜନୈତିକ ସଂସ୍ଥା ଯାହା ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ଉପସ୍ଥିତ ବୁଦ୍ଧିଜୀବୀ ମାନେ ମତ ଦେଇଥିଲେ |

Leave a Reply

Your email address will not be published. Required fields are marked *