ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ୭୪ ବର୍ଷ ବୟସରେ ପରଲୋକ, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କ ପରଲୋକ, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ପରଲୋକ; କ୍ୟାନ୍ସରରେ ଆକ୍ରାନ୍ତ ପରେ କୋଭିଡ୍‌ ସଂକ୍ରମିତ ମଧ୍ୟ ହୋଇଥିଲେ; ଓଡ଼ିଶା ବିଧାନସଭାର ଦୁଇଥର ଉପବାଚସ୍ପତି ଥିଲେ ପ୍ରହ୍ଲାଦ

Leave a Reply

Your email address will not be published. Required fields are marked *