T20 WorldCup ସେମିଫାଇନାଲ ଦୌଡ଼ରୁ ଭାରତ ବାଦ୍‌ । ପାକିସ୍ତାନ ପରେ ଗ୍ରୁପ୍‌-୨ରୁ ସେମିଫାଇନାଲରେ ସ୍ଥାନ ପକ୍କା କଲା ନ୍ୟୁଜିଲାଣ୍ଡ । ଆଜିର ମ୍ୟାଚର୍‌ ଆଫଗାନିସ୍ତାନକୁ ୮ ୱିକେଟରେ ହରାଇ ସେମିକୁ ଉନ୍ନୀତ ହେଲା ନ୍ୟୁଜିଲାଣ୍ଡ । କାଲି ଶେଷ ସୁପର-୧୨ ମ୍ୟାଚ୍‌ରେ ନାମିବ୍ୟା-ଭାରତ ମୁକାବିଲା

Leave a Reply

Your email address will not be published. Required fields are marked *