ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ | ଗୋଆର ବିଭିନ୍ନ ସମସ୍ୟା ସମ୍ପର୍କରେ ମୋଦିଙ୍କ ସହ ଆଲୋଚନା କରିବା ସହ ରାଜ୍ୟର ଉନ୍ନତୀ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଲୋଡିଛନ୍ତି ।

Leave a Reply

Your email address will not be published. Required fields are marked *