ଆଜି ସରୁଛି ରିମାଣ୍ଡ କୋର୍ଟରେ ହାଜର ହେବ ଗୋବିନ୍ଦ

ମହାଲିଙ୍ଗ ସନ୍‌ସାଇନ୍ କଲେଜ ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା। ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି। ଗୋବିନ୍ଦ ସାହୁର ରାତି ଅଧିଆ ମେଡିକାଲ ଟେଷ୍ଟ କଲା ପୋଲିସ। ଆଜି ବଙ୍ଗୋମୁଣ୍ଡା JMFC କୋର୍ଟରେ ଗୋବିନ୍ଦ ସାହୁକୁ କରାଯିବ।

Leave a Reply

Your email address will not be published. Required fields are marked *