କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ବିବାଦ ମାମଲା, ମାମଲାରେ ଆବେଦନ ଖାରଜ କଲେ କୋର୍ଟ । ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ: କର୍ଣ୍ଣାଟକ ହାଇକୋର୍ଟ । ଶିକ୍ଷାନୁଷ୍ଠାନରେ ହିଜାବ ନିଷେଦ୍ଧକୁ ଚ୍ୟାଲେଞ୍ଜ କରି ହୋଇଥିଲା ଆବେଦନ | ହିଜାବ ମାମଲାରେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ବାଗତ କଲେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

Leave a Reply

Your email address will not be published. Required fields are marked *