ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଦାୟିତ୍ବ ଗ୍ରହଣ କଲେ IAS ରଞ୍ଜନ କୁମାର ଦାସ

ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଦାୟିତ୍ବ ଗ୍ରହଣ କଲେ IAS ରଞ୍ଜନ କୁମାର ଦାସ | ୨୦୦୭ ବ୍ୟାଚର ଆଇଏଏସ ରଞ୍ଜନ କୁମାର ଦାସ | ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କଠୁ ଦାୟିତ୍ବ ଗ୍ରହଣ | ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ରଞ୍ଜନ କୁମାର ଦାସଙ୍କୁ ନିଯୁକ୍ତି |

Leave a Reply

Your email address will not be published. Required fields are marked *